ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ : ୪ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହୋଇଥିବା ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୩୦୮ (କୌଣସି ଉଦ୍ଦେଶ୍ୟ ନ ରଖି ହତ୍ୟା ଉଦ୍ୟମ କରିବା) ଅନୁସାରେ ମାମଲା ରୁଜୁ କରାଯାଇଛି। ମାତ୍ର ସୋମବାରଦିନଠାରୁ ଏହି ଡାକ୍ତରମାନେ ଫେରାର … Continue reading ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ : ୪ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ